Love to write short stories,poems & quotes.
Share with friendsଠିକ ଲୋକଙ୍କୁ ଦର୍ଶାନ୍ତି ସେ ଭୁଲ କରି ଚକ୍ରାନ୍ତ ଉଚ୍ଚମାନର ନିଯେ ଯେବେ ନିଜ ଜାଲରେ ପଡନ୍ତି କୁହନ୍ତି ପ୍ରଭୁ ଆମକୁ ରକ୍ଷାକର।
Submitted on 03 Jan, 2021 at 16:55 PM
ଆଜି ହସି ହସି ଦେଉ ପୁରୁଣା ବର୍ଷକୁ ବିଦାୟ ସ୍ୱାଗତଂ କରୁ ନବ ବର୍ଷକୁ କିନ୍ତୁ ମନରେ ଅଛି ଭୟ
Submitted on 30 Dec, 2020 at 22:43 PM
ମୋ ସ୍ଥିତି, ପରିସ୍ଥିତି ସବୁ ତତେ ଜଣା ଜାଣି ଜାଣି ଆଜି ହେଉତୁ ଅଜଣା।
Submitted on 30 Dec, 2020 at 22:40 PM
କୋକିଳ କଣ୍ଠ ସାଙ୍ଗକୁ ଚିତ୍ର ଆଙ୍କିବାର କଳା। ସେ କଳାକୁ ଦେଖି ଗର୍ବେ ମନ ହୁଏରେ ବାଉଳା।
Submitted on 22 Sep, 2020 at 10:23 AM
କୋଉଠି କାହାର ଆଜି ନଜର ଲାଗିଛି ଭକ୍ତ,ଭଗବାନ ଦିବ୍ୟ ଓ ପାବନ ସମ୍ପର୍କରେ
Submitted on 14 Sep, 2020 at 02:30 AM
ସେଇ ସାଙ୍ଗ ସେଇ ସାଥି ସେଇ ଖେଳ ଦାଣ୍ଡ ଧୂଳି ପିଲା ଖେଳ ବୋହୁ ଚୋରି ତାର ସାଥେ ବାପାଙ୍କ ଗାଳି ଆଜି ସବୁ ମନେପଡେ।। ସେଇ ଦ...
Submitted on 09 Sep, 2020 at 15:13 PM
ଏହି ମତେ ପ୍ରଥମ ଗୁରୁ ମାତା ଓ ପିତା ଅଟନ୍ତି ପରେ ଶିକ୍ଷା ଗୁରୁ,ଦୀକ୍ଷା ଗୁରୁ ଅନେକ ଅଛନ୍ତି।
Submitted on 27 Aug, 2020 at 00:20 AM
ଅଡିଓ, ଭିଡିଓ ପରି ବାଜୁଥାନ୍ତି ନିତି ଦିନ, ବନ୍ଦ ହେବାକୁ କହିଲେ ବଢେ ମାନ ଅଭିମାନ।
Submitted on 22 Aug, 2020 at 00:44 AM
ତୁମେ ଭାବୁଥିବ ତୁମଠୁ ଦୁରେଇ ମୁ ଭଲରେ ଅଛି, ଏ ମନ ତୁମ ବିନା ଭଲରେ ଅଛି କି ମନ୍ଦରେ ଅଛି ସେହି କଥା କେବଳ ଖାଲି ଏ ମୋର ମନ ଜାଣିଛି, ...
Submitted on 20 Aug, 2020 at 14:46 PM