STORYMIRROR

Kshyama sagar Prusty

Romance Others

3  

Kshyama sagar Prusty

Romance Others

ଶେଷ ଇଛା

ଶେଷ ଇଛା

1 min
264


ଜୀବନର ଚଲାବାଟରେ

ମୁଁ ଅଜଣା ଅଚିହ୍ନା ସାଥିଟେ ତୁମରି l

ରହିଛି ତୁମ ଫେରିବା ବାଟକୁ

ଅପେକ୍ଷା କରି ll

ତୁମ କୋଳେ ମଥା ରଖି

ତୁମ ହସ ହସ ମୁହଁ ଦେଖି

ସାଥି ଯିବି ମୁଁ ଆରପାରି l

ଶେଷ ଇଛା ସାଥି ମୋ

ଦିଅ ପୂର୍ଣ୍ଣ କରି ll

ସାଥି ଗୀତଟେ ଲେଖିଛି

ତୁମ କଣ୍ଠ ଦାନକରି l

ହୃଦୟ ଗୀତ ମୋ ଦିଅ ପୂର୍ଣ୍ଣ କରି ll

ସେଇ ଗୀତ ଶୁଣିଶୁଣି ଯିବି ମୁଁ ଆରପାରି

ମୋ ଶେଷ ନିଶ୍ୱାସ ତ୍ୟାଗକରି l

ଶେଷ ଇଛା ସାଥି ମୋ ଦିଅ ପୂର୍ଣ୍ଣ କରି ll


Rate this content
Log in

Similar oriya poem from Romance