STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ଶବ

ଶବ

1 min
76

ହାହାକାର ଲାଗେ

ନିଷ୍ପନ୍ଦ, ନିଷ୍ପ୍ରାଣ, ଜୀବନଟା

ସବୁଥାଇ ମଧ୍ୟ କିଛି

ନଥିଲା ଭଳି ପ୍ରତୀୟମାନ ହୁଏ

ମୁଁ ଚଳନ୍ତା ଶବ ଟିଏ

ମୁଁ ଆତ୍ମା ବିନା ଶରୀର

ମୁଁ ମୃତବତ

ଜଡ ସ୍ଥାଣୁ ନିର୍ବାକ

ନିଷ୍କଳଙ୍କ ହେଇ ବି କଳଙ୍କିତ 


Rate this content
Log in

Similar oriya poem from Tragedy