STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଶାପଗ୍ରସ୍ଥ ପରୀ

ଶାପଗ୍ରସ୍ଥ ପରୀ

1 min
182


ଆଜି ପରୀ ଏମିତି ଦିଶେ

ଉଜୁଡ଼ା ହସ ହାରି ବିଶ୍ୱାସ ।।

ଦି ଖଣ୍ଡ ହାଡ଼ ପୁଲେ ମାଉଁସ

ନିର୍ମମତାର ସୋପାନ ଶେଷ ।।

କଥା ନ ମାନି ଆକାଶରୁ 

ବାଟ ଭୁଲି ଯାଇଥିଲା ଓହ୍ଲାଇ ।।

ଅମାନବିକତା ମୂଲ୍ୟ ସେ ଦେଇ 

ଈଶ୍ୱର ପାଖେ ଫେରାଦ ହେଇ ।।

କହିଥିବୁ ନିଶ୍ଚେ ମଣିଷ ଯାଇଛି ରାକ୍ଷସ ହେଇ

ଡେଣା ଦୁଇ ଗଲା ଅପ୍ରାପ୍ତ ହୋଇ ।।

ଦୁନିଆରେ ପରୀ ଆଉ କି ପ୍ରୟୋଜନ 

ମଣିଷ କରୁଛି ଶିଶୁ ରକ୍ତେ ସ୍ନାନ ।।

ହାଏ ରେ ଦଇବ କି ହୀନ କଷଣ 

କୋମଳ ଶିଶୁ ସରଳ ସୁନ୍ଦର ଜୀବନ ।।

ସତର୍କ ହୁଅ ସୁଧୁରିବା ଲୋକେ ସୁଧୁରି ଯାଅ 

ମାଟି ମାଆ ପାଇଁ ପ୍ରାଣବଳି ହସି ହସି ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract