STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସେନେହ ମୟୀ ମା

ସେନେହ ମୟୀ ମା

1 min
181


ସ୍ନେହ ମୟି ମା ତୁମର ତୁଳନା ନାହିଁ

ତୁମ ବିନା ଜୀବନର ମାନେ କିଛିନାହିଁ।


ଶିଶୁ ଟିଏ ତୁମରି ସ୍ନେହ ସଦା ଖୋଜୁ ଥାଏ

ତୁମ ବିନା ତାର ଜୀବନ ବୃଥା ହୋଇ ଯାଏ।


ତୁମରି ସ୍ନେହ ପାଇଁ ଦୁଃଖ ନ ବାଧଇ

ତୁମେ ଆମ ଚଲାପଥରେ ଅଛ ସାହା ହୋଇ।


ବିପତ୍ତି ଯେବେ ଆସେ ଜୀବନକୁ ଆମର

ତୁମେ ଅଛ ବୋଲି ସାହସ ଦିଅ ମନରେ ଆମର।


ତୁମ ପରି ସ୍ନେହ ମୟୀ ମମତା ମୟୀ କିଏ. ବା ହେବ

ତୁମେ ଥିଲେ ପାଖରେ ଆଉ କିଛି ଲୋଡ଼ା ନ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational