STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ସେବିକା

ସେବିକା

1 min
11.8K


         

ତୁମେ ସରଗସୁତା ଗଜମୁକୁତା

ଅତି ଯତନେ ତୁମକୁ ଗଢ଼ି ଛି ବିହି

ସହନଶୀଳତା ଛାଞ୍ଚ ଲଗାଇ ଦେଇ

ଛାଡ଼ି ଛନ୍ତି ବିଶ୍ୱପକୁ ଜନକଲ୍ୟାଣ   

ପାଇଁ

ଜହ୍ନମାମୁଁ ଠାରୁ ଆଣି ଛକି 

ଶାନ୍ତପଣ ଛଡାଇ

ମନରେ ଵିରକ୍ତି ଭାବ ଟିକିଏ ନାହିଁ

କଳିକା କି ସରଳପଣ ଦେଇଚି

ଅନବର ସେବା ଦେଉଛ ଯୋଗାଇ

କ୍ଳାନ୍ତ ଭାବ କାହାରିକୁ ଦେଖାଅ ନାହିଁ

ମାନବସେବା ହିଁ ଜୀବନର ପରମଧରମ ଏହି ଉକ୍ତିଟିକୁ ସାର୍ଥକ

ଦେଇଛ କରାଇ 

ତୁମ ନିଃସ୍ୱାର୍ଥପର ମନୋଭାବକୁ

କଳି ହୁଅଇ ନାହିଁ

ସାଲୁଟ୍ କରୁଛୁ ତୁମରି କାଯ୍ୟକୁ

ତୁମ ସରି କେହି ନୁହଁଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational