Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ସଦା ପୂଜ୍ୟ

ସଦା ପୂଜ୍ୟ

1 min
144


ଓଁ ଗୁରୁଃ  ଗୁରବେ ନମଃ

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଅଟନ୍ତି ତ୍ରିନାଥ ଈଶ୍ୱର

ଜ୍ଞାନଦାତା ମୁକ୍ତିଦାତା

ସେ ପରା ପରମେଶ୍ୱର

ଅଜ୍ଞାନ ଅନ୍ଧକାର

କରନ୍ତି ସେ ପ୍ରହାର

   ମାର୍ଗ ଦର୍ଶକ ଅଟନ୍ତି ସୁପଥର

ଗୁଣ ଚିହ୍ନେ ଗୁଣିଆ

ନହୁଏ ଯେ ବାଟବଣା

ସଦଗୁରୁ ସଦା ସାକ୍ଷୀ

କର୍ମେ ଧର୍ମେ ମହା ରକ୍ଷୀ

   ବିଚ୍ୟୁତ ପଥରୁ ଗୁରୁ

ନିଅନ୍ତି ସମୟେ ଡାକି

ଆଶୀର୍ବାଦ ଭରି ମାଥେ

       ପୂଜିତ ଜଗତେ ଜଣା

ସଦା ପୂଜ୍ୟ ଅଟନ୍ତି ସେ ପରମେଶ୍ୱର

   ଚରଣ ରେ ଅର୍ପୁଛି

        ଟିକି ପୁଷ୍ପ ହାର ।


Rate this content
Log in

Similar oriya poem from Inspirational