STORYMIRROR

kamal kumar dash

Romance

3  

kamal kumar dash

Romance

ସବୁଠି ତୁମରି ଛାଇ

ସବୁଠି ତୁମରି ଛାଇ

1 min
160


 ତୁମରି ପ୍ରୀତିର    ଚଲl ବାଟ ଧlରେ 

    ମୁଁ ଏକ ସାଧବ ବୋହୁ 

  ତୁମ ସ୍ମୃତି ଛଡା  ନାହିଁ ଆଉ କିଛି 

     ଭାବୁନି ମୁଁ କିଛି ଆଉ (୧)


  ତୁମ କବିତାରେ   ପଦଟିଏ ହୋଇ 

     ରହିବାକୁ ଭଲ ଲାଗେ 

  ତୁମରି ପ୍ରୀତିର   ଟିକିଏ ସ୍ମୃତିରେ 

     ଭିଜିବାକୁ ଭଲ ଲାଗେ (୨)


  ଆଇନl ରେ ତୁମେ   ଜହ୍ନରେ ବି ତୁମେ

      ସବୁଠି ତୁମରି ଛାଇ 

  ମୋର ଚାରି କଡେ   ଖାଲି ତୁମେ ତୁମେ 

      ତୁମ ଛଡା କେହି ନାହିଁ (୩)



Rate this content
Log in

Similar oriya poem from Romance