STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ସବୁ ଯେ ଆବଶ୍ୟକ

ସବୁ ଯେ ଆବଶ୍ୟକ

1 min
256

ସୂରୁଜ କିରଣ ଧରାକୁ ଛୁଇଁଲେ 

ଜଳଜଳ ହୋଇ ସବୁ ଦିଶେ

ଦିଶୁଥାଏ ଜାଣ ଆଲୋକ,

ଚାଲିଗଲେ ସୂର୍ଯ୍ୟ ଦିଶେ ନାହିଁ କିଛି 

ଚତୁର୍ଦ୍ଦିଗ କଳାକଳାଦିଶେ

ଅନ୍ଧକାର ନାହିଁ ଆଲୋକ।

ଅନ୍ଧାର ହଟାଏ ଆଲୋକ 

ରାତି ଗଲେ ଆସେ ଦିନ

ପାପପୂଣ୍ୟ ପରି ଅନ୍ଧାର ଆଲୁଅ 

ଖରା ଛାଇ ପରି ରାତି ଦିନ।

ଏ ଜଗତେ ପରା ସତମିଛ ପରି

 ଭଲମନ୍ଦ ଆଉ ସୁଖଦୁଃଖ,

ଉପର ତଳ ଖରା ଆଲୁଅ ଶତୃମିତ୍ର

ପୁଣି ଏପାଖ ସେପାଖ ଦେଖ।

ସବୁ ଅଛି ଆବଶ୍ୟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational