STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ହେ ବର୍ଷା

ହେ ବର୍ଷା

1 min
191

 ହେ ବର୍ଷା ତୁମେ କେତେ ସୁନ୍ଦର

   ତୁମ ପାଇଁ ମେଣ୍ଟେ ତୃଷ୍ନା,

 ହେ ବର୍ଷା ତୁମେ କେତେ ଶୀତଳ

   ତୁମ ଯୋଗୁ ମାଟି ବାସ୍ନା,।


ହେ ବର୍ଷା ତୁମେ ଯେ ଶ୍ରାବଣରେ

   ତୁମ ପାଇଁ ନଦୀ ଭରେ,

ହେ ବର୍ଷା ତୁମେ ପ୍ରକୃତି ରାଣୀ

   ତୁମ ପାଇଁ ବୃକ୍ଷ ଝୂରେ,।


ହେ ବର୍ଷା ତୁମେ ଅଟ କବିତା

   ତୁମ ପାଇଁ କବି ସୃଷ୍ଟି,

ହେ ବର୍ଷା ତୁମେ ଯେ ପୁଷ୍କରିଣୀ

   ତୁମ ପାଇଁ ଜଳ ବୃଷ୍ଟି,।


 ହେ ବର୍ଷା ତୁମେ ଥିବ ଜଗତେ

  ନଥିବେ ଯେ ଅନ୍ୟ କେହି,

ହେ ବର୍ଷା ତୁମ ହାତେ ଜୀବନ

  ଚାତକ ରହିଛି ଚାହିଁ,।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational