Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ସ୍ବାଧୀନତା

ସ୍ବାଧୀନତା

1 min
276



ସ୍ବାଧୀନତା  ଦିଏ ସମାନତା ରକ୍ଷା

ଶାନ୍ତି ସନ୍ତୋଷ ସଦଭାବ

ପ୍ରତିଷ୍ଠା ପାଇଁ କି ଚେଷ୍ଟା କରିଥାଏ

ଦୂରେଇ ଦିଏ ଅଭାବ ।

ମଣିଷ ଜୀବନ ଆରମ୍ଭରୁ ଶେଷ

ଯାଏ ଥାଏ ନିତି ବିତି

ଏଇ ସ୍ବାଧୀନତା ମଧ୍ଯରେ ଦିବ୍ୟତା

ଆନନ୍ଦ ଉଲ୍ଲାସ ଦୀପ୍ତି ।

ପରିପୂର୍ଣ୍ଣ ଧାରା ଅବ୍ୟାହତ ଧାରେ

 ଆଲୋକିତ ସେ କରାଏ

ଜୀବନରେ ବଡ ହେବାପାଇଁ ପୁଣି

ଅଭି ପ୍ରେରଣା ସଞ୍ଚାରେ ।

ସ୍ୱାଧୀନ ଜୀବନେ ପବିତ୍ର ଉତ୍ସାହ

 ଜାଗୃତି ସ୍ରୋତ ପ୍ରବାହ

ଉଠୁଥାଏ ନିତି , ସ୍ୱାଭିମାନ ପାଇଁ

ଦିଅଇ ପୁଣି ଉତ୍ସାହ ।

ସ୍ବାଧୀନତା ଅଟେ ସର୍ବୋତ୍ତମ ଭାବ

ନିଜର ଶାସନେ ଚଳି

ସ୍ବାଧୀନତା ବିନା  ଜୀବନେ ଉଠଇ

ଅଶାନ୍ତି , ତାପ କୁହୁଳି ।



Rate this content
Log in

Similar oriya poem from Abstract