STORYMIRROR

ଦୀପଙ୍କର ଦାସ

Romance

3  

ଦୀପଙ୍କର ଦାସ

Romance

ସାୟେରୀ

ସାୟେରୀ

1 min
206

ମୋ ଓଠରେ ଥରେ ତୁମ ଶୋଷ ଦେଇ ଦେଖ

ସବୁ ମେଣ୍ଟେଇ ଦେବି

ମୋ ଆଖିରେ ଥରେ ତୁମ ସ୍ୱପ୍ନ ଭରି ଦେଖ

ସବୁ ପୂରଣ କରିବି

ମୋ ଉପରେ ଥରେ କେବେ ଭରସା କର

ଦେଖିବ ମରିଯିବି

ତଥାପି ତୁମ ଓଠର ଲିପଷ୍ଟିକ ହୋଇ

ସବୁବେଳେ ହସୁଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance