STORYMIRROR

Jayashree patra

Romance Tragedy Action

3  

Jayashree patra

Romance Tragedy Action

ସାଥୀ

ସାଥୀ

1 min
181


ନିଆରା ଠୁ ନିଆରା ତୋ ପ୍ରେମ ଛୁଆଁ

 କି ଯାଦୁ କରିଲା ମୋତେ

ଯୁଆଡେ ଯାଉଛି ଯଉଠି ଦେଖୁଚି

ତମ ମୁହଁ ଖାଲି ଦିଶେ l

ପ୍ରେମର ପୀରତି ପ୍ରେମ ଅଭିନୀତି

ଜଣା ନାହିଁ ଜମା ମୋତେ

ଯେବେଠୁଁ ଦେଖିଛି ସେବେଠୁ ଭାବୁଛି

ପ୍ରେମ କି ହେଲାରେ ମୋତେ l

ମୋ ମନର ଏଇ ସାଧା କାଗଜରେ

ଢାଳିଦେଲ ପ୍ରେମ ରଙ୍ଗ

କେମିତି ବଞ୍ଚିବି ଏ ରଙ୍ଗକୁ ନେଇ

ଛାଡି ଗଲେ ମୋର ସଙ୍ଗ l

କାଳର ରାତ୍ରି ଆସଇ ଯେବେରେ

ବତୁରି ବତୁରି ମୁଁ ଯାଏ

କଥାଦିଅ ସାଥୀ ରହିଥିବ ସାଥେ

ସାତ ଜନମ ଯାଏ l


Rate this content
Log in

Similar oriya poem from Romance