Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree patra

Tragedy Others Children

3  

Jayashree patra

Tragedy Others Children

କରୋନାର ଗ୍ରୀଷ୍ମ

କରୋନାର ଗ୍ରୀଷ୍ମ

1 min
247


ଗ୍ରୀଷ୍ମ ଆସିଛି ପ୍ରଚଣ୍ଡ ରୌଦ୍ର ଘେନି 

ଧରଣୀକୁ ଗ୍ରାସ ପାଇଁ

ଆକାଶରୁ ଝରେ ଅଗ୍ନିର ବର୍ଷା

ସଭିଙ୍କୁ ମାରିବା ପାଇଁ l

ନଈ ନାଳ ସବୁକୁ ଗିଳିସାରିତାକୁ

ମିଳୁନିରେ ଟିକେ ଶାନ୍ତି

ପାଣି ବିହୁନେ ଶୂନ୍ୟ ଭରା ବୁକୁ 

ହେଉଛି ରେ ଖାଲି ଘାଣ୍ଟି l

ଗ୍ରୀଷମ ସାଙ୍ଗକୁ କରୋନାର ଭୟ

ସଭିଙ୍କୁ କରୁଛି ଅଥୟ

ମୃତ୍ୟୁର ଡେରା ପୃଥିବୀ ସାରା

ଗାଉଛିରେ ଜୟ ଜୟ l


Rate this content
Log in

Similar oriya poem from Tragedy