STORYMIRROR

Jayashree patra

Abstract Romance Tragedy

3  

Jayashree patra

Abstract Romance Tragedy

ଲମ୍ପଟ

ଲମ୍ପଟ

1 min
213


ହଠାତ ଆଜି କାଇଁ ମନେପଡିଗଲ

ମୋର ଏଇ ଦରସିଝା ସ୍ମୃତିପଟ୍ଟରେ

କଣ ପୁଣିଥରେ

ଉଦୁଉଦିଆ ଖାରବେଳଟାରେ ।

କାଳବୈଶାଖୀର ଆଗମନ ପରି

ମୋର ଏଇ ରୂପେଲି ଜୀବନରେ

ପୁଣିଥରେ ଝଡ଼ ଆଣିବାକୁ

ଚାଲି ଯାଇଥିଲ ପ୍ରେମିକ ସାଜି

ସବୁକିଛି ଭାଙ୍ଗି ଚୁରମାର ପରେ

କଣ ଟା ବାକି ଅଛି ଯେ

ଆଜି ପୁଣି ମୋ ସାଧା ପୃଷ୍ଠାରେ

ଲେଖିବାକୁ ତୁମର ଭାରି ମନ ?

ଫେରିଯାଅ ଫେରିଯାଅ ହେ ଲମ୍ପଟ ପୁରୁଷ

ରୁହନାହିଁ ମନେ ମୋର ଭାରି ଅଭିମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract