STORYMIRROR

Jayashree patra

Classics Inspirational Others

2  

Jayashree patra

Classics Inspirational Others

ବିନ୍ଦୁ

ବିନ୍ଦୁ

1 min
112


ସବୁ ଭାବନା ଭିତରେ ତୁମେ ଗୋଟିଏ ଭାବନା

ମୋର ସବୁ ମିଛରେ ତୁମେ ହିଁ ସତ୍ୟ....

 ମୁଁ ଆସିବାକୁ ଚାହେଁ ତୁମ ଭାବନାରେ 

ଚେତନରେ ହେଉ ଅବା ଅଚେତନରେ ହେଉ 

ତୁମ ଚାନ୍ଦର ବିନ୍ଦି ରେ ମୁଁ ବିନ୍ଦୁ ହୋଇ

ଚମକିବାକୁ ଚାହେଁ.....

ମୋ ଅବଚେତନ ଶରୀରରେ 

ବିନ୍ଦୁ ଅଟ ତୁମେ....

ବାରବୁଲା ମନ ମୋ ବାଉଳା ହେଲାଣି

କେବଳ ବିନ୍ଦୁ ରେ ଧ୍ୟାନ ମୋ ଯାଉଛି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics