STORYMIRROR

Jayashree patra

Tragedy Inspirational Children

2  

Jayashree patra

Tragedy Inspirational Children

ମା

ମା

1 min
118

ମାଆ ର ଶବଦ ମୋର ଆଦ୍ୟ ଓଁକାର


ଶିଖାଇଛି ମୋତେ ସିଏ କହି ବାର ବାର


ସେନେହ କରେ ମୋତେ ଯଶୋଦାଠୁ ବଳି


ସାହିଯାଏ ମୋର ଯେତେ ଅଝଟ ଅଳି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy