STORYMIRROR

Jayashree patra

Inspirational

3  

Jayashree patra

Inspirational

କରୋନା

କରୋନା

1 min
202

ସମୟର ଏକି ଷଡଯନ୍ତ୍ର

ଧରଣୀ ମାଆ ହସକୁ କରିଗଲା ଗ୍ରାସ

କରୋନାର ଭୟକୁ ମନେ ଉପୁଜାଇ

ତଥାପି ମାଆ ଅଟେ ରକ୍ଷାକାରୀ

ହୁ ହା ହୁଏ କରୋନାକୁ ନେଇ

ଡାକ୍ତର, ନର୍ସ, ପୋଲିସ ଯେତେ କର୍ମ ଚାରୀ

ସୈନ୍ୟ, ଝାଡୁଦାର ଆମ ହିତାଧିକାରୀ

ତଥାପି ଆମକୁ ନାହିଁ ଭରସା

ମାସ୍କ ଲଗେଇବାକୁ କରୁଛୁ ଶଙ୍କା

ସାରା ଦେଶ ଏବେ କରୁଛି ଲଢେଇ

କରୋନାର ଆତଙ୍କକୁ ଦେବା ଦୂରେଇ

ଘରେ ଥାଇ ଆମେ ସୁସ୍ଥ ରହିବା

କରୋନାଠୁ ଜିତି ଦେଖାଇଦେବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational