Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree patra

Classics Inspirational Children

3  

Jayashree patra

Classics Inspirational Children

ମା ବୀଣାପାଣି

ମା ବୀଣାପାଣି

1 min
237



ନମସ୍ତେ ମା ବୀଣାପାଣି ଜଗତ ଜନନୀ,

ଜ୍ଞାନଦାତ୍ରୀ ବୁଦ୍ଧିଦାତ୍ରୀ ତ୍ରୈଲୋକ୍ୟ ମୋହିନୀ l


କାବ୍ୟକଳା ଠାକୁରାଣୀ ମା ଲୋ ଶୁଭ୍ର ଵଦନୀ,

 କରୁଣାମୟୀ ମା ତୁ ଲୋ ଭାରି ସ୍ୱାଭିମାନୀ l


ତୋ ଦୟାରୁ ମହାମୂର୍ଖ ପାଏ କବି ପଦ,

ତୋ ଶିରିରେ ଅଛି ପରା ଜ୍ଞାନର ଜଗତ l


ମରାଳବାହିନୀ ତୁ ଗୋ ଅଟୁ ବୁଦ୍ଧିଦତ୍ତ,

ସାହସ ଭରିଦେ ହୃଦୟେ କହୁଥିବି ସତ l


ତଵ ପୁତ୍ର କାଳିଦାସ ଥିଲା ଗଣ୍ଡ ମୂର୍ଖ,

ଆଶୀର୍ବାଦ ଦେଇ ତାକୁ କରାଇଲ ଖ୍ୟାତ l 


ତୁମ କୃପା ଦୃଷ୍ଟି ମା ଗୋ ପଡ଼ୁ ମୋ ଜୀବନେ,

କରୁଥିବି କାବ୍ୟ ସୃଷ୍ଟି ରହିଥିବି ଭୁବନେ l




Rate this content
Log in

Similar oriya poem from Classics