Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସାତବାର

ସାତବାର

1 min
245



ଭାରି ମଜା ଲାଗେ ସାଙ୍ଗ-ସାଥୀ ମେଳେ ଆଜି ରବିବାର ଦିନ,

ପାଠ ଚିନ୍ତାନାହିଁ ଖାତା ଦେଖାନାହିଁ ଖେଳ ପଡ଼ିଆରେ ମନ | (ଘୋଷା )


ସୋମବାର ସିନା ଶିବଙ୍କର ବାର ଉପବାସ କରେ ଆଈ,

ମଙ୍ଗଳବାରକୁ ହାଟ ବସିଗଲେ ଅଜା ଆଣିଦେବେ ବହି |

ମାମୁ ଆସିଯିବେ ବୁଧବାର ଦିନ ମନହୁଏ ଛନଛନ |

ଭାରି ମଜା ଲାଗେ ସାଙ୍ଗ-ସାଥୀ ମେଳେ ଆଜି ରବିବାର ଦିନ |(1)


ଦେବତାଙ୍କ ଗୁରୁ ବୃହସ୍ପତି ନାମେ ପଡ଼େ ଗୁରୁବାର ସିନା,

ଶୁକ୍ରବାର ପୁଣି ଶୁକ୍ର ଗୁରୁଙ୍କର ଶୁଭଦିନ ଭାବେ ଗଣା |

ଅଧାଛୁଟି ମଜା ଆଣେ ଶନିବାର ମନ କରିଦିଏ ଟାଣ |

ଭାରି ମଜା ଲାଗେ ସାଙ୍ଗ-ସାଥୀ ମେଳେ ଆଜି ରବିବାର ଦିନ | (2)


Rate this content
Log in

Similar oriya poem from Inspirational