STORYMIRROR

Sambit Srikumar

Classics Inspirational Others

2  

Sambit Srikumar

Classics Inspirational Others

ସ୍ଵାର୍ଥାନ୍ଧ

ସ୍ଵାର୍ଥାନ୍ଧ

1 min
96


ସ୍ବାର୍ଥର ଗାଗରୀ ଭରିଯିବା ପରେ

ମନ ମୋର ବାରମ୍ଵାର ପଚାରେ

ଅହର୍ନିଶି ଅନବରତ ଏକଇ ପ୍ରଶ୍ନ

ତୁମେ କିଏ ଆଉ ମୁଁ କିଏ?

ଭାବ ସମ୍ପର୍କ ସବୁ ଧୁଆଁବାଣ

ଦରକାର ନାହିଁ ତାହାର ପ୍ରମାଣ

ପ୍ରତିଶ୍ରୁତି ଯେ' ପାଣିର ଗାର

ଏହି ତ ପୀରତି ବେଭାର!

ଲୋକାଚାର ଅବା ବାଧ୍ୟବାଧକତା

ମାନିନେବାରେ ଦୁହିଁଙ୍କ ହିତ

ଦୁନିଆଁର ଅଲିଖିତ ନୀତି ଇଏ

ଆମେ କେହି ଦୋଷୀ ନୁହେଁ!



Rate this content
Log in

Similar oriya poem from Classics