ସାହିତ୍ୟର ଆଭିମୁଖ୍ୟ
ସାହିତ୍ୟର ଆଭିମୁଖ୍ୟ
ଭାଷା ବଞ୍ଚିଲେ ଜାତି ବଞ୍ଚିବ,
ଜାତି ବଞ୍ଚିଲେ ରାଷ୍ଟ୍ର ବଞ୍ଚିବ ।
ଜାତିର ଭାଷା ଯେତେ ଉନ୍ନତ
ଅତି ସକ୍ଷମ ସେ ଜାତି ହୁଏତ ।
ଗଳ୍ପ, ପ୍ରବନ୍ଧ, କବିତା ମାଧ୍ୟମରେ
ସମାଜର ପ୍ରତିଛବି ପ୍ରଦର୍ଶନ କରେ ।
ସର୍ଜନା କରିବା ସାହିତ୍ୟିକର ଧରମ
ପରିବର୍ତ୍ତନ ଅlଣିବା ସାହିତ୍ୟ ଏକ ମାଧ୍ୟମ ।
ସର୍ଜନାରେ ଛୁଏଁ କବି ମଣିଷର ହୃଦୟକୁ
ଉଦ୍ଦେଶ୍ୟ ସଂସ୍କାର ଦେବ ମଣିଷ ସମାଜକୁ ।
