STORYMIRROR

kahnu charan sahu

Action

4  

kahnu charan sahu

Action

ସାହାଯ୍ୟ

ସାହାଯ୍ୟ

1 min
212


କହିବା ଆଗରୁ 

ଥରେ ତ ଭାବି ଥାଆନ୍ତ 

ନିଜେ ନିଜ କଥା ଥରେ,


ଆମେ ବ୍ୟସ୍ତ 

ଆମର ବି ଅଛି ଅନେକ ଗୁଡାଏ 

କିଛି କରିବାର


ତୁମେ ଏକା ଏକା

ଭାବି ନିଅନି ମାହାଳିଆରେ

ତୋଳିବ ରାଜ ମହଲ


ତୁମେ ନ ହେଲେ 

ଅନେକ ଅଛନ୍ତି ଆମକୁ 

ଆମ ହୃଦୟର ଭାବନାକୁ 

ପ୍ରକାଶ କରିବାର ମାଧ୍ୟମ


ତୁମେ ଗାଉଥାଅ

ମୋ ପରିବାର ମୋ ଆଦର୍ଶ 

ହେଲେ ଆମେ ତୁମର ନୁହଁ

କେବଳ ତୁମେ ହିଁ

ତୁମ ଆରମ୍ଭର ଶେଷ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action