STORYMIRROR

Sachidananda Behera

Abstract Action Others

3  

Sachidananda Behera

Abstract Action Others

ସ୍ୱପ୍ନ

ସ୍ୱପ୍ନ

1 min
326

ସ୍ୱପ୍ନ ତ ଥିଲା ବହୁତ...

      ହେଲେ ରାତି ପାହି ଗଲା,

ସ୍ବପ୍ନ ସରିବା ଆଗରୁ 

      ଆସି କାଉ ରାବି ଦେଲା।।

ସୂର୍ଯ୍ୟ ପୂର୍ବୁ ଛାଡିଲେ ତେଜ

      ନିଦମୋ ଭାଙ୍ଗି ଗଲା,

ସ୍ୱପ୍ନ ସରିବା ଆଗରୁ

      ସକାଳ ତାକୁ ଅଧୁରା ରଖିଲା।।

ଆଉ କେବେ ଦେଖିବି

       କେଜାଣି ସେ ପୁରୁଣା ସ୍ବପ୍ନ,

ଜାଣିନି ଆଉ ଥରେ

     ପକାଇବ କି ନାହିଁ ମୋ ମନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract