STORYMIRROR

Parbati Pradhan

Abstract Classics Others

3  

Parbati Pradhan

Abstract Classics Others

ସ୍ୱାଗତ ମା'

ସ୍ୱାଗତ ମା'

1 min
248

ଆଶ୍ୱିନ ଆକାଶଟା ନିର୍ମଳ ଦିଶିଲାଣି

କାଶତଣ୍ଡୀ ଫୁଲ ସମ୍ଭାର ରେ ଧରା

ସୁସଜିତ ହେଲାଣି

ଖୁସିମନେ ମା' ଦଶଭୁଜା

ଧରାପୃଷ୍ଠକୁ ଅବତରଣ କଲେଣି

ସହର ଠୁ ଗାଁ ଯାଏଁ ଭିଡ ଜମିଲାଣି

ପୂଜାଅର୍ଘ୍ୟ ସଜେଇ ହେଲାଣି

ମା ର ସୁସ୍ୱାଗତ ପାଇଁ ମଣ୍ଡପ ଅପେକ୍ଷା କଲାଣି

ଘଣ୍ଟ ଘଣ୍ଟି, ଢୋଲ ମଦଳରେ ଧରାପୃଷ୍ଠ ଉଠୁଛି ପଡୁଛି

ମେଢ଼ ସଜା ତା ସାଙ୍ଗେ ଜମୁଛି

ବ୍ୟାକୁଳିତ ମନେ ମା' କୁ ଅପେକ୍ଷା କରିଛି ।



Rate this content
Log in

Similar oriya poem from Abstract