Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ରଥ

ରଥ

1 min
10



ରଥ ଦେଖାଏ ପଥ 

ସମ୍ପର୍କରେ ସାରସ୍ୱତ 

ମାଉସୀମାଆ ଗୁଣ୍ଡିଚା 

ଖୋଲି କବାଟ ଅତରଚ୍ଛା 

କଲେ ପ୍ରଭୁଙ୍କୁ ଦିବ୍ୟାଙ୍ଗ 

ଜଗା ବୁଝି ସମ୍ପର୍କର ରଙ୍ଗ 

ସେତ ଗଗତର ନାଥ 

ରଥ ପଥ ଆନ୍ତରିକତା ଜାତ 

ପୋଡପିଠା ନାମେ ଅମୃତ ଘୃତ 

ମଣିଷ ପରି ଆଚରଣ ଉଚ୍ଚାରଣ 

ପତିତ ଉଦ୍ଧାରିବା କାରଣ 

ରଥ କହେ ମୁଁ ଦେବତା 

ପଥ ବି କହେ ସେ ଦେବତା 

ରଥ ପଥ ଉପରେ ଦାରୁଦେବତା 

ଆଜି ହେରାପଞ୍ଚମୀ ତିଥି 

 ଲଷ୍ମୀଙ୍କ ରୋଷ ସମସ୍ତେ ଜାଣନ୍ତି 

ରଥରୁ ଭାଙ୍ଗିବେ କାଷ୍ଠ 

କେମିତି ଆସୁଛ ଭୋଗି କଷ୍ଟ 

ଯିଏ ନିଜେ ବିଶ୍ୱକର୍ମା 

ତାକୁ ଭାବିଲେ ନିକର୍ମା 

ଚଳିବକି ନନ୍ଦିଘୋଷ ରାଗ ରୋଷ 

ନୀଳକଣ୍ଠ ହୋଇ ପିଇଛନ୍ତି ବିଷ 

ଛାତିରେ ପାର୍ବତୀ ପକାଇ ପାଦ 

ଜିଭ କାମୁଡିଲେ କି ଅପବାଦ 

ଲଷ୍ମୀ ବୁଝିଯିବେ ରସଗୋଲା ପାଇ 

ଭକ୍ତ ଆଖି ମନୋରଥ 

ସୁନାବେଶ ଦେଖି ଅଧର ପଣା ପିଇ 

ଏଇତ ସତ୍ୟ ରଥରେ ପଥ 

ସତ୍ୟ ପଥରେ ଗଡୁଥା ଦିବ୍ୟ ରଥ ।


Rate this content
Log in

Similar oriya poem from Action