Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Abstract

2  

Suryamani Majhi

Abstract

ରଫ୍ ଖାତା

ରଫ୍ ଖାତା

1 min
165


ରଫ୍ ଖାତାଟିର ଗୁରୁତ୍ଵ ଅଧିକ 

ସଦା ମନେ ରଖିଥିବ

ଅନ୍ୟ ଖାତା ଲାଗି ତା'ର କଳେବର 

ନିତ୍ୟ ବଳି ପଡୁଥିବ

ଅନ୍ୟ ସବୁ ଖାତା ଚଇନି ଚିକ୍କଣ 

ରଫ୍ ଖାତା ଅସୁନ୍ଦର 

ନ ଥିଲେ ଦୈବାତ୍ ବସ୍ତାନି ଭିତରେ 

ନିଏ ଦାୟିତ୍ବ ଅନ୍ୟର

ତା'ର ପୃଷ୍ଠା ସଂଖ୍ୟା କମି କମି ଯାଏ 

ଆସିଲେ ବରଷା ଦିନ 

'କାଗଜ ଡଙ୍ଗା ' ଭସାଇ ଭସାଇ 

ଖୁସି ହୁଏ ପିଲା ମନ


Rate this content
Log in