Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suryamani Majhi

Abstract

2  

Suryamani Majhi

Abstract

🌞🖋କଲମ 🖋🌞

🌞🖋କଲମ 🖋🌞

1 min
100


ଲେଖନୀ ଅଟେ ମୋ ପୂର୍ବ ପୁରୁଷ 

ମୁଁ ଅଟେ ତା'ର ବିବର୍ତ୍ତନ  

କେତେ ଯେ ପୁସ୍ତକ କାବ୍ୟ କବିତା 

ମୁଁହି କରିଅଛି ଲିଖନ  

ଆଜି ମୋତେ ଯେ କରଇ ନିଜର 

ଭବିଷ୍ୟତ ହୁଏ ଉଜ୍ଜ୍ଵଳ

କେତେ ଯନ୍ତ୍ରୀ ତନ୍ତ୍ରୀ ମୋ' ଭରସାରେ 

ଜୀବନେ ହୁଅନ୍ତି ସଫଳ


Rate this content
Log in