ରଙ୍ଗ
ରଙ୍ଗ
ସେ ରଙ୍ଗ କେବେ ଛାଡିନାହିଁ
ଶତ ଚେଷ୍ଟା କରିଛି
ହେଲେ ସେ ରଙ୍ଗ ଯାଇନାହିଁ
ଠିକ୍ ସେହିପରି ଅଛି
ଯେପରି ପୂର୍ବରୁ ଥିଲା......
ହୂଏତ ସେ ରଙ୍ଗ
ବିଷୟରେ ମୁଁ ଏତେଟା
ଅବଗତ ନ ଥିଲି
କଉ ପ୍ରଳେପ ଲାଗିଥିଲା ସେ
ରଙ୍ଗରେ ନା ଜାଣିପାରୁଥିଲି
କେବଳ ଚାହିଁ ବସିଥିଲି ଚାତକ
ପକ୍ଷୀପରି .... ।

