STORYMIRROR

Pabitra Sahu

Romance Tragedy Inspirational

3  

Pabitra Sahu

Romance Tragedy Inspirational

ରଙ୍ଗ

ରଙ୍ଗ

1 min
202

ଋତୁରାଜ ଆଜି ସଜ ହୋଇଛି

କୁସୁମ କଳିକା ନେଇ

ଫଗୁଣ ଆଜି ଭିଜେଇ ଦିଏ 

ପ୍ରେମର ଅବିର ଦେଇ। 


କେତେ ରଙ୍ଗ ଆସି ଦେହରେ ଲାଗେ

ନେଇ ନବ ଉନ୍ମାଦନା

କ୍ଷଣିକ ସମୟ ବିତିଗଲା ପରେ

ରଙ୍ଗ ଲିଭେ ସ୍ମୃତି ଲିଭେନା। 


ରଙ୍ଗ ଖେଳିବାକୁ ମନ ହେଲେ ଜହ୍ନ

ରଙ୍ଗ ଦାଗ ନ ରଖିବୁ

ଅଚିହ୍ନା ରଙ୍ଗକୁ ନ ଚିହ୍ନି ପାରିଲେ

କଳଙ୍କିତ ତୁ ହୋଇବୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance