STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ରଙ୍ଗ ପୃଥିବୀ

ରଙ୍ଗ ପୃଥିବୀ

1 min
11.7K

ଖୁବ ଲାଲ 

ଖୁବ ଗାଢ଼ 

ସେ ପରା ପ୍ରେମ 

ହେଇପାରେ ପ୍ରିତି


ସମୟ ହାତରୁ 

ଖସି ଯାଉ ଯାଉ 

ରହିଯାଏ ଖାସ ଗୋଟିଏ ମୁହୂର୍ତ୍ତ 


ସେ ମୁହୂର୍ତ୍ତ ହିଁ 

ଲେଖିବସେ ଆକାଶରେ 

ଭଲ ପାଇବାର ଗପ 

ଆଙ୍କି ଦିଏ ସ୍ନେହ ର ମୁରୁଜ 


ତମେ ଆଉ ମୁଁ 

ମୁଁ ଆଉ ତୁମେ 

ଆମ ନୀଡ଼ 

ଖୁବ ଭିଡ଼ 

ସ୍ନେହ ସଦିଚ୍ଛା ଆଉ ଶୁଭକାମନାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract