Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

କେବଳ ମୁଁ

କେବଳ ମୁଁ

1 min
234



ମୁଁ" ରୁ ମୁଁ 'ର ଆରମ୍ଭ 

ଏକ ଅଧ୍ୟାୟ 

ଏକ ଅଙ୍କ 

ଏକ ଦୃଶ୍ୟ 

ଏକ ସୋପାନ 


ମୁଁ..... 

ମୋ ନିଜ ପାଇଁ 

ମୋ ଅସ୍ତିତ୍ୱ ପାଇଁ 

ମୋ ପାଇଁ ଆଶ୍ୱାସନା 

ସୁନ୍ଦର ଏକ ସମ୍ଭାବନା ॥


ମୁଁ...... 

ଏକ ନାୟିକା

ଖୋଦ ମୋ କାହାଣୀର 

ମୋ ଜୀବନ ମଞ୍ଚର 

ମୋ ନୀରବ ଉଚ୍ଚାରଣର ॥


ମୁଁ..... 

ଏକ ପ୍ରତିଶୃତି 

ମୋ ନିଜ ପ୍ରତିଜ୍ଞାର 

ମୋ କଥାର

ମୋ ଭିତରେ ସାଇତା 

ସ୍ନେହ ଆଉ ଶ୍ରଦ୍ଧାର ॥


ମୁଁ....... 

ସସ୍ମିତା ର ଅସ୍ମିତା 

ହର୍ଷିତl ଦେବସ୍ମିତା ॥




Rate this content
Log in