STORYMIRROR

Urmila Mohanty 443993

Children

3  

Urmila Mohanty 443993

Children

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
121


 ରହିଥାଏ ଚାହିଁ  ଶ୍ରାବଣ ଶେଷକୁ 

 ରକ୍ଷା ବନ୍ଧନ ଦିନକୁ 

 ଭାଇଙ୍କ ହସ୍ତରେ ହରଶ ମନରେ

 ବାନ୍ଧିବି ଯାଇ ରାକ୍ଷୀ କୁ ।

   

ସୁନା ଚାନ୍ଦି କିଛି  ମାଗି ନାହିଁ କେବେ 

ଆଶ୍ରିବାଦ ଦେଉଥିବ

ବଞ୍ଚିଥିବା ଯାଏ  ଏହି ସମ୍ପର୍କ ଟି

ଚିରଦିନ ରହିଥିବ ।

  

ଭାଇଙ୍କୁ ମୋହର  ଭଲରେ ରଖନ୍ତୁ 

କାଳିଆ କୁ ଡାକୁଥାଏ 

ତାଙ୍କ ରୋଗ ସବୁ  ଦେଇଦେବେ ମୋତେ 

ଭୋଗିବି ମରିବା ଯାଏ ।

  

ଭାଇର ହାତରେ  ସୁନ୍ଦର ଦିଶଇ 

ଭଉଣୀ ରେଶମୀ ଡୋର

ଏହି ବନ୍ଧନ ଟି ସ୍ନେହ ମମତାର

ନ ଲୋଡା ମୋ ଉପହାର ।

    


  

 


Rate this content
Log in

Similar oriya poem from Children