STORYMIRROR

Mrutyunjay Das

Children Stories

4  

Mrutyunjay Das

Children Stories

ଆମେ ତ ସ୍ୱାଧୀନ

ଆମେ ତ ସ୍ୱାଧୀନ

1 min
238


ସତରେ ନାକ'ଣ?

ଆମେ ସ୍ୱାଧୀନ

ୟେ ତ କଠିନ ପ୍ରଶ୍ନ ଟିଏ

ସ୍ୱାଧୀନତା ଦିବସ ଦିନ

ତ୍ରିରଙ୍ଗା ଉଡେଇ ଶିଶୁ ଗାଆନ୍ତି

ଜନଗଣ ମନଗଣ ମନାଧିନାୟକ ଜୟ ହେ

ଭାରତ ଭାଗ୍ୟ ବିଧାତା... ll


ଜୟ ହେ, ଜୟ ହେ, ଜୟ ହେ..

କିନ୍ତୁ ତା ପରଦିନ ଆମେ ହାରିଯାଉ

ଯେଉଁ କଷଣ କୁ ସେଇ କଷଣ ll

ରାଜନୀତି ରେ ସରକାର

କରିଚାଲିଛନ୍ତି ମିଛ ବାହାନା

ଗରିବ ଖଟିଖିଆ ଅଧା ଖାଇ

ଉପାସ ରହନ୍ତି

ଚାଷୀ ଆତ୍ମହତ୍ୟା, ବଜାର ଦର

ଦିନକୁ ଦିନ ବଢ଼ି ଚାଲିଛି

ଦିନେ ସ୍ୱାଧୀନତା ଦିବସ ପାଳି

ଶିଶୁ ବର୍ଷ ବର୍ଷ ଭୋକେ ରହୁଛି

ଆଉ ଚିତ୍କାର କରି କହି ଚାଲିଛି

ଭାରତ ମାତା କି ଜୟ

ବନ୍ଦେ ମାତରଂ

କିନ୍ତୁ ସ୍ୱାଧୀନ ନାଗରିକ ନୁହେଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍