STORYMIRROR

Mrutyunjay Das

Abstract

3  

Mrutyunjay Das

Abstract

ପ୍ରଣତି ହେ ଜଗନ୍ନାଥ

ପ୍ରଣତି ହେ ଜଗନ୍ନାଥ

1 min
198


ରଥ କହେ ମୁଁ ଦେବତା

ଚକ କହେ ମୁଁ ଦେବତା,

ରଥ ଚକ କିଛି ନୁହେଁ ପ୍ରଭୁ

ତୁମେ ପରା ଜଗତ କର୍ତ୍ତା

ରଥ ରେ ପଥରେ.. ତୁ ରହିଯା ଥରେ

ମୁଁ ଯାଉଚି ପୁରୀ ଦର୍ଶନ ପାଇବି ଥରେ

ଜୟ ଜଗନ୍ନାଥ ନାମ ତୁଣ୍ଡେ ଆସେ ଘନ ଘନ

ପାଇଲେ ଦର୍ଶନ ମାତ୍ର ତରିବି ଭବ ସାଗର

ମହାବାହୁ ସାମନାରେ

ଯୋଡ଼ା ବେତ ମାଡ଼ ପରେ

ତୁଳସୀ ପାଇବି ଥରେ

ଯିବି ସେଠୁ ସ୍ବର୍ଗଦ୍ୱାରେ

ରଥରେ ପଥରେ... ତୁ ରହିଯା ଥରେ

ହରିବୋଲ... ଜୟ ଜଗନ୍ନାଥ...ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract