STORYMIRROR

KUBER RANA

Abstract Children

4  

KUBER RANA

Abstract Children

ରକ୍ଷା ବନ୍ଧନ (ରାକ୍ଷୀ)

ରକ୍ଷା ବନ୍ଧନ (ରାକ୍ଷୀ)

1 min
299

ପ୍ରତି ବର୍ଷ ଆସେ ଯେ ରାକ୍ଷୀ ବନ୍ଧନ

ନେଇ ସ୍ନେହ ଭାଇ ଭଉଣୀର,


ଏ ତିଥି ରେ ବାନ୍ଧେ ଭଉଣୀ

ରାକ୍ଷୀ ହାତେ ଭାଇର ।


କେତେ ଯେ ସ୍ନେହ ମମତା ଥାଏ

କହି ହୁଏନି ଭାଇ ଭଉଣୀର,


ଭଉଣୀ ରାକ୍ଷୀ ପିନ୍ଧାଇ କହେ

ମାନ ରଖିବ ଭାଇ ମୋର ।


ରକ୍ଷା ବନ୍ଧନ ରେ ଭାଇ କିଛି

ଦେଇଥାଏ ଭଉଣୀ କୁ ଉପହାର,


ଭଉଣୀମାନେ ପ୍ରାର୍ଥନା କରନ୍ତି

ମଙ୍ଗଳ ହେଉ ମୋ ଭାଇର ।


ଏଣୁ ସମସ୍ତଙ୍କୁ ମୋ ତରଫରୁ

ଶୁଭେଚ୍ଛା ରାକ୍ଷୀ ବନ୍ଧନ ର ।।


Rate this content
Log in

Similar oriya poem from Abstract