STORYMIRROR

Urmila Mohanty 443993

Romance

2  

Urmila Mohanty 443993

Romance

ପ୍ରେମର ମାୟା....

ପ୍ରେମର ମାୟା....

1 min
666



ସୁନ୍ଦରୀ ସେ ଚାରୁବାକି ରୁପବତୀ

ପ୍ରେମରେ ସେ ବାନ୍ଧିରଖେ କଳାବତି।।

ପ୍ରେମ ପାଇଁ ସବୁ କିଛି କରିପାରେ

ପ୍ରେମ ପାଇଁ ଜୀବନ ସେ ଦେଇପାରେ।।


ପ୍ରେମରେ ପଡି ସର୍ବେ ହୋଇଲେ ବାୟା

ପ୍ରେମ ପାଇଁ ଲାଗିଥାଏ କେତେ ମାୟା।।

ପ୍ରେମ ପାଇଁ ଯେ ଦେଖେ କେତେ ସପନ

ବେଳେ ବେଳେ କରିଥାଏ ଅଭିମାନ।।


ଭାଙ୍ଗିଗଲେ ଅସଜଡା ହୋଇଥାଏ

କେତେ ବାଧାବିଘ୍ନ ଦେଇ ଚାଲିଯାଏ।।

ପ୍ରେମକୁ ଯିଏ ବିଶ୍ବାସ କରିଥାଏ

ସମ୍ପର୍କଟି ମଜଭୁତ ହୋଇଥାଏ।।

ପ୍ରେମ ଯେ ଭାଙ୍ଗି ଥାଏ କେତେ ସସାଂର

ପ୍ରେମ ରହିଥାଏ ଜନ୍ମ ଜନ୍ମାନ୍ତର।।

ଉର୍ମିଳା ମହାନ୍ତି, ଭୁବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance