STORYMIRROR

Urmila Mohanty 443993

Romance

3  

Urmila Mohanty 443993

Romance

ତୁମକୁ ମୁଁ ଭଲପାଏ

ତୁମକୁ ମୁଁ ଭଲପାଏ

1 min
306

ତୁମକୁ ମୁଁ ଭଲପାଏ ବୋଲି

ଦୁହିଁଙ୍କ ଫଟୋ ଲକେଟ୍ କରି

ଗଳାରେ ଝୁଲାଇ ଅଛି,

ଭଲ ପାଏ ବୋଲି ହୃଦୟେ ମୋ

ଜୀବନ ସାଥି ସାଜିଛି ।

ଜାଣିଛି ମୁଁ ତୁମେ ମୋତେ କେତେ

ଭଲ ପାଉଛ ଜୀବନେ ସତେ

ପ୍ରେମଟି ନିବିଡ କେତେ,

ଆମେ ଦୁହେଁ ଯେ ଦୁହିଁଙ୍କ ପାଇଁ

ଅଲୋଡା କେବେ ଯେ ହେବା ନାହିଁ

ବଞ୍ଚିଥିବା ଯାଏ ସାଥେ ।


Rate this content
Log in

Similar oriya poem from Romance