STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ରଘୁପତି ରାଘବ ରାଜାରାମ

ରଘୁପତି ରାଘବ ରାଜାରାମ

1 min
864


ଶ୍ରୀ ରାମ ଜୟରାମ ଜୟ ଜୟ ରାମ

ରଘୁପତି ରାଘବ ଜୟ ରାଜା ରାମ ।


ଶାନ୍ତକାନ୍ତ ରମଣୀୟ ବନ୍ଦେ ଜୟ ରାମ

ସୀତାପତି ରାମଚନ୍ଦ୍ର ରାଜୀବଲୋଚନ

ଶାଶ୍ୱତ ସନାତନ ଜୟରାମ ଶ୍ରୀ ପୁରୁଷୋତ୍ତମ ।


ଜିତେନ୍ଦ୍ରିୟ ସ୍ଥିତପ୍ରଜ୍ଞ ଜୟ ରାମଭଦ୍ର

ଆପଦ ଦୁଃଖ ଦୂରିତ ଖଣ୍ଡ ପ୍ରଭୁ ସର୍ବେଶ୍ୱର

ହରେରାମ ହରେରାମ ଜୟ ରାମ ନମ ନମ ।


ସସାଗରା ଏହି ଧରା ଗଗନ ପବନ

ରାମନାମ ସୁଧାମୃତ କରୁଅଛି ପାନ

ପ୍ରତିଭାତ ସୂର୍ଯ୍ୟ ଚନ୍ଦ୍ର ରାମନାମ ସ୍ୱର୍ଣ୍ଣ।ଭ କିରଣ ।


ମୁକ୍ତି ପ୍ରଦ ରାମନାମ ରାମ ଆଦିକନ୍ଦ

ରାମନାମ ମହାମନ୍ତ୍ର ଅମୂଲ୍ୟ ସମ୍ପଦ

ରାମନାମ ପ୍ରତିଲୋମେ ରାମନାମ ଉନ୍ମେଷୁ ଜୀବନ ।

   



Rate this content
Log in

Similar oriya poem from Inspirational