STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ରେବତୀ

ରେବତୀ

1 min
157


ରେବତୀ ନାରୀ ଶିକ୍ଷlର ଭିତ୍ତିଭୂମି ଆଦ୍ୟ ଧାର ଫକୀର ମୋହନ ଙ୍କର ସ୍ଵଛ ପ୍ରୟାସ

ତତ୍କାଳୀନ ସମାଜର ଅବିକଳ ରୂପ ଟିର ସଫଳ ପ୍ରୟାସ ଟିଏ ଶ୍ରେଷ୍ଠ ଉତ୍ସ୍ୱାସ

ଆଜି ହଜି ଯାଇଛି ଯାହା,

ରେବତୀ ଦେଇଛି ନାରୀ ଶିକ୍ଷାର ରାହା l


ବlସୁ ଶିକ୍ଷକ ସେଦିନ ଆରମ୍ଭୀଲେ ନୂଆ ଦିନ, ସମାଜକୁ ଦେଇଥଲେ ଏପରିଚୟ,

ପିତା, ମାତା ଥିଲେ ରାଜି ମାତ୍ର ବୁଢ଼ୀତ ଅରାଜି ମାଇକିନା ଝିଅ ପାଠେ ନୁହଇଁ ଥୟ,

ଚୁଲି ଫୁଙ୍କା ଭାତ ରାନ୍ଧଣl

ଝୋଟି ଚିତ୍ତl ଓଷା ବ୍ରତ ଝିଅ ଗହଣା l


ସେଦିନ ବୁଢ଼ୀ ତାଗିଦି ଓଡ଼ିଆ ଜାତିର ବୁଦ୍ଧି

ସେନାପତି ଦେଇଥିଲେ ଗଳ୍ପରେ ଭରି,

ସାମାଜିକ ନିରକ୍ଷର ସ୍ୱାସ୍ଥ୍ୟ ଶିକ୍ଷା ଅଭାବର

ଗ୍ରାମ୍ୟ ସଂସ୍କୃତିଯେ ଥିଲା ରକ୍ତରେ ଧରି l

ସ୍ୱାସ୍ଥ୍ୟ ସଚେତନ ଅଭାବ,

ପରକ୍ଷଣେ ହଜିଗଲା ସବୁ ବିଭବ l


ଲୋ ରେବୀ,ଲୋ ନିଆଁ,ଲୋ ଚୁଲି ଗାତ ଧୂଆଁ କୋଉଠି ମରିଲୁ କାହିଁ ନଶୁଣୁ ଡାକ,,

ସନ୍ଧ୍ୟା ଆକାଶର ତାରା ରେବତୀ ଆଖିରେ ପରା ପଶି ହେମ ମୟ କଲା ଶରୀର ରକ୍ତ,,

ବୁଢ଼ୀ ଡାକ ଆଜି ଅର୍ଯ୍ୟନ୍ତ,

ଶୁଭୁଛି ସମାଜ ନାରୀ ଶିକ୍ଷା ଏମନ୍ତ l


ତତ୍କାଳୀନ ସମାଜର ଲଙ୍ଗଳା ରୂପ ଧାରଣ

କରିଥିଲା ଫକୀରଙ୍କ ରେବତୀ ଗଳ୍ପ,

ଥିଲା ତହିଁ ଶିକ୍ଷା କଥା ସ୍ୱାସ୍ଥ୍ୟର ଵିଧି ବ୍ୟବସ୍ଥା ଥିଲା ପୁଣି ଗୁରୁ ଗୁରୁ ଜନ ବିକଳ୍ପ l

ସମୟ ସୁଅରେ ବିଲୀନ,

ହୋଇଛି ରେବତୀ ଯାହା ରହିଛି ଚିହ୍ନ l


ବାସୁ ମାଷ୍ଟ୍ରେଙ୍କର ଚେଷ୍ଟା ଆଉ ରେବତୀର ନିଷ୍ଠା ଶିକ୍ଷା ବ୍ୟବସ୍ଥାରେ ଆଣିଥିଲା ସଂସ୍କlର

ଦଇବ ଭାବନା ଅବା ବିପକ୍ଷରେ ଥିଲା ଅବା

ଜେଜୀ ବୁଢ଼ୀ ମାଆ ଟିର ବୁଡ଼ିଲା ଘର,

ଏବେ ଏଇ ଆମ ସମାଜେ

ରେବତୀ ବଞ୍ଚିଛି ଦେଖ କି ପରାଭବେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action