STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ଫଗୁ

ଫଗୁ

1 min
118


ଟୋପେ ଫଗୁର ସମ୍ମୋହନ

ମାଦକତା ତନୁ ମନ ଯୌବନ।

ବାଘନିଶହନାଲା ଇନ୍ଦ୍ରଧନୁ ଉଚ୍ଛନ

ରାଧା କୃଷ୍ଣ ଶ୍ୟାମଘନ ହୋଲିରେ

ତାଙ୍କ ମନ ମୁନ ଚୈତନ୍ୟ

ହୋଲି ଆସେ ହୋଲି ଯାଏ

ମନ କରେ ରଙ୍ଗୀନ।

ରଙ୍ଗୋଲି ପିଚକାରୀ ହୋଲି ଖେଳ

ହୁଅନ୍ତା କି ସବୁଦିନ।

ଭାଇଚାରା ପ୍ରୀତି ବନ୍ଧନ

ରାଗ ରୋଷ ଦ୍ୱେଷ ବିହୀନ।

ହୋଲି ଖେଳି ମାରି ତାଳି

ମଜା କରିବାକୁ ଭୂବନ ଆମ ଜନ୍ମ

ଫୁଲ ରଙ୍ଗ ପରି ଭିନ୍ନ ଭିନ୍ନ

ଫୁଲ ପାଖୁଡା ପରି ରଙ୍ଗ ରଙ୍ଗୀନ।

ଭେଦ ଭାବ ଭୁଲି ଖେଳିବା ହୋଲି

ସବୁଦିନ ଭାଇଚାରା ପ୍ରତିଦାନ

ମାଟି ମାଆ ପ୍ରକୃଷ୍ଠ ମଇଦାନ।

କର୍ଷଣ ବର୍ଷଣ ଫଗୁଣ ବେଉଷଣ

ବସନ୍ତର ଆଗମନ ମହୀୟାନ

ଫଗୁ ବୋଳି ରଙ୍ଗ ଥାଳି ଦେଖିବା

ବଡଦେଉଳେ ଚକାନୟନ।


Rate this content
Log in

Similar oriya poem from Abstract