STORYMIRROR

Satyanarayan Sahoo

Romance Action Inspirational

3  

Satyanarayan Sahoo

Romance Action Inspirational

ହୋଲି

ହୋଲି

1 min
192

କେତେ ମଧୁମୟ ପରବ ଅଟେ ଏ ହୋଲି

 ପବିତ୍ର ଉତ୍ସାହ ଦେହ ମନେ ଦିଏ ଭରି ।


ରଙ୍ଗ ଖେଳେ ସର୍ବେ ମାତି ଲଭନ୍ତି ଖୁସି

ବିତଇ ଥାଆନ୍ତି ବେଳା ମଉଜ ରେ ହସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance