STORYMIRROR

Himalini Hota

Classics

3  

Himalini Hota

Classics

ରେ ଅବୁଝା ମନ

ରେ ଅବୁଝା ମନ

1 min
159

ରେ ଅବୁଝା ମନ, କାହିଁ ହେଉ ଏତେ ତର ବର

ଆସିଯିବ ଜଲଦି ଭାଇ ତୋହର।

ଭାଇକୁ ପାଶେ ପାଇଲେ ଭୁଲି ଯିବୁ ତୁହି

ମନ ବୋଲି କିଛି ତୋର ଅଛି ଯେ କେହି।

କୁକୁମ ଚନ୍ଦନ ଦେଇ ତାକୁ ବନ୍ଦିବୁ

ଘିଅ ଦୀପ ଜାଳି ତାର ଶୁଭ ମନାସିବୁ।

ପିଠା ମିଠା ଖୋଇ ତାର ମନ ତୋଷିବୁ

ପକେଟୁ ତାହାର ଟଙ୍କା ଖାଲି କରିବୁ।

ରାକ୍ଷୀ ବାନ୍ଧି ତୋହରି ସେ ମାନ ରଖିଵ

ଭାଇ ଭଉଣୀର ସ୍ନେହକୁ ଭୁଲି ନ ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics