STORYMIRROR

Tapan Dixit

Inspirational Abstract Others

2  

Tapan Dixit

Inspirational Abstract Others

ରାତିଏ ଆୟୁଷ ଦେଵି

ରାତିଏ ଆୟୁଷ ଦେଵି

1 min
14.2K


ରାତିଏ ଆୟୁଷ ଦେଵି

ଛୁଇଁ ଦେଖ୍ ଥରେ 

ସାରା ରାତି ସପନକୁ 

କରିଦେବି ତୋରି ନାଁ ରେ,

ଦୀପ ଟିଏ ଜାଳି ଦେଖ୍

ହୃଦୟ ବେଦୀରେ

ତୋ ନାମକୁ ଲେଖିଦେବି

ସାରା ଶତାବ୍ଦୀରେ,

ମରଣ ବୀଣାରେ ଦେଇ 

ଜନ୍ମର ଝଙ୍କାର...…

ଜରା ଦେହେ ଆଣିଦେବି

ଯୌବନ ଜୁଆର,

ରାତି ଟା ହେଲାଣି ବେଶୀ

ଚାହିଁ ଦେଖ୍ 

ଆକାଶରୁ ....ଲଞ୍ଜା ତାରା ଖସେ.....

କହିଦେ ତୁ ରାମ୍ ରାମ୍ 

ଆଜିର ଆୟୁଷେ ।।

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational