STORYMIRROR

SARADA NAYAK

Action Inspirational Others

3  

SARADA NAYAK

Action Inspirational Others

ରାଫେଲ୍

ରାଫେଲ୍

1 min
203


ଘୁଁ ଘୁଂ ହୋଇ ଗଗନ କମ୍ପାଇ

ପବନକୁ ଚିରିଦିଏ

ବାଦଲ ସାଙ୍ଗରେ ଲୁଚକାଳି ଖେଳି

ଶତ୍ରୁକୁ ସେ ମାରିଥାଏ।


କୋଟି ଜନତାର ଆଶା ଓ ଭରଷା

ତାଫେଲ୍ ତାରି ନାମ

ବୀର ଯବାନ ର ଆକାଶ ବାହନ

ବିଧ୍ଵଂଶ ତାର କାମ।


ଥରହର ହୁଏ ଚିନ୍ ଦେଖି ତାକୁ

ପାକିସ୍ତାନ ମୂର୍ଚ୍ଛା ଯାଏ

ଇମ୍ରାନ, ପିଙ୍ଗ ତା କଥା ଭାବିକି

ବାଉଳି ଚଉଳି ହୁଏ।


ଲଢ଼ିବାକୁ ସେ ମୋଦେଶ ପାଇଁକି

ହେଇଛି ଆସି ସେ ଠିଆ

ଧର୍ମ ରକ୍ଷା ପାଇଁ ଶତ୍ରୁ ମାରିବାକୁ

ମୁହଁରୁ କାଢ଼େ ସେ ନିଆଁ।

ରାଫେଲ୍ ତାର ନା

ସର୍ଜିକାଲ୍ ଷ୍ଟ୍ରାଇକ୍ କରିଦେବ ଭାବି 

ପଡ଼ୋଶୀ ହୁଏ ଛାନିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action