Trying learn something new and trying to write something new......
ବିକଳ ଜୀବନ ବିକଳ ଜୀବନ
ଝିଅଟେ କେଡ଼େ ମିଛେଇ ଝିଅଟେ କେଡ଼େ ମିଛେଇ
କର୍ମ ଯାହା ନକରିଲୁ ଅକର୍ମରେ ବୁଡ଼ି ଗଲୁ ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ କର୍ମ ଯାହା ନକରିଲୁ ଅକର୍ମରେ ବୁଡ଼ି ଗଲୁ ରାମ ନାମ୍ ସତ୍ୟହେ-ହରି ନାମ୍ ସତ୍ୟହେ
ମୁଁ ନୁହେଁ ତୋ ପରି ମୁଁ ନୁହେଁ ତୋ ପରି
ଉଠରେ ଓଡ଼ିଆ ଉଠରେ ଓଡ଼ିଆ
ଇଚ୍ଛାଟିଏ ଇଚ୍ଛାଟିଏ
ଇଚ୍ଛା ହେଉନାହିଁ ଦୋଳି ଛୁଇଁବାକୁ ରଜ ଲାଗେ ଫିକା ଫିକା କହିଥିଲ ପ୍ରିୟ ବିଦେଶୁ ଆସିଲେ ଇଚ୍ଛା ହେଉନାହିଁ ଦୋଳି ଛୁଇଁବାକୁ ରଜ ଲାଗେ ଫିକା ଫିକା କହିଥିଲ ପ୍ରିୟ ବିଦେଶୁ ଆସିଲେ
ଥରୁଟିଏ ଆଙ୍କି ଦେଲେ ମୁଁ ପାଇଯାନ୍ତି ମୋ ପ୍ରେମକୁ ସେଇ ମାନଚିତ୍ର ଭିତରେ। ଥରୁଟିଏ ଆଙ୍କି ଦେଲେ ମୁଁ ପାଇଯାନ୍ତି ମୋ ପ୍ରେମକୁ ସେଇ ମାନଚିତ୍ର ଭିତରେ।
କିଏ ଦେଲା ତାଙ୍କୁ ଏ ଠିକଣା…….!! କିଏ କଲା ମୋ ବର୍ଣ୍ଣନା? ଆଗ ପଛ ତଳ ଉପର......... ସବୁ ଠିକ୍ ଠିକ୍ ତ ... କିଏ ଦେଲା ତାଙ୍କୁ ଏ ଠିକଣା…….!! କିଏ କଲା ମୋ ବର୍ଣ୍ଣନା? ଆଗ ପଛ ତଳ ଉପର......... ...
ଯଦି ମନେ ପଡ଼େ ତୋର୍ କିଛି, ପୁରୁଣା କଥା ଝରାଇ ଦେବୁ ଅବଶିଷ୍ଟ ଲୁହ,ବୁକୁରେ ତୋର୍ ଥିବ ଯାହା ଯଦି ମନେ ପଡ଼େ ତୋର୍ କିଛି, ପୁରୁଣା କଥା ଝରାଇ ଦେବୁ ଅବଶିଷ୍ଟ ଲୁହ,ବୁକୁରେ ତୋର୍ ଥିବ ଯାହା