Trying learn something new and trying to write something new......
Share with friends
ସେ ତା ସଂସାରରେ ବ୍ୟସ୍ତ ଥିଲା ବେଳେ ହଠାତ୍ ଦିନେ ଏମିତି _ ଆରେ.. ତୁମେ କଣ ଏବେ ବି ଏକା! _ ହଁ...,କିଛି ବିକଳ୍ପ ନାହିଁ🥺 କିନ୍ତୁ ଏକା ନୁହେଁ..😀ସେ ଏବେ ବି ସେଇଠି ରହୁଛି ଆଉ ଜାଗା କାଇଁ ଯେ ତୃତୀୟ ବ୍ୟକ୍ତି ପାଇଁ ! ସେ ପୁଣି କିଛି କହିବା ଆଗରୁ ତା ଫୋନ୍ ବାଜିଉଠିଲା ଆଉ ଉଠେଇବା ମାତ୍ରେ ସେପଟୁ ଶୁଭୁଥିଲା Miss you dear-where are you? _ ହଁ..ସେଇ ପୁରୁଣା ଜାଗାରେ..... ଦୁହେଁ ବ୍ୟସ୍ତ ହେଇ ଯାଇଥିଲୁ ସେ ତା ଫୋନ୍ ରେ ଆଉ ମୁଁ ମୋ ପୁରୁଣା କ୍ଷତ ଘୋଡ଼େଇବାରେ।
ଦୁଃଖ'ଏ କେମିତି ଦେଇଗଲ ମୋତେ ହସି ପାରୁନାହିଁ ମୁହିଁ ହଁ ହସିବି ମୁଁ ନିଶ୍ଚେ ସେଇ ଦିନ ଯେବେ ମୃତ୍ୟୁ ଥିବ ମୋତେ ଚାହିଁ।