STORYMIRROR

Bishwaranjan Tripathy

Abstract Inspirational Children

3  

Bishwaranjan Tripathy

Abstract Inspirational Children

ରାକ୍ଷୀ

ରାକ୍ଷୀ

1 min
26

ସୂତା ଖିଅ ଖଣ୍ଡେ ନୁହେଁ ତ ଏହି

ପ୍ରେମର ବନ୍ଧନେ ବାନ୍ଧେ ଭଉଣୀ ସହିତ ଭାଇ।

ଭାଇର ହାତରେ ବାନ୍ଧେ ଭଉଣୀ

ପାଟିରେ ଦେଇତାର କ୍ଷୀର ଲବଣି।

ପୁଜିଥାଏ ସେଦିନ ତାର ଭାଇକୁ

ଜୀବନେ ବିପଦରୁ ରକ୍ଷା କରିବାକୁ।

ବାନ୍ଧିସାରିଲା ପରେ ଭାଇର ହାତେ

ଆଶାଥାଏ ଉପହାର ପାଇବ ନିଶ୍ଚେ।

ଭାଇର ଥାଏ ଯଦି ଭଲ ରୋଜଗାର

ଉପହାର ପାଇଥାଏ ଅତିସୁନ୍ଦର।

ଯଦି ଭାଇଥାଏ ବେରୋଜଗାର

ଭଉଣୀ ବୁଝିଯାଏ ସ୍ଥିତି ତାର ଭାଇର।

ଭାଇ ଯାହାର ଥାଏ ଦୂର ବିଦେଶେ

ଭଉଣୀ ପଠାଏ ତାକୁ ମନ ହରଷେ

ଏବେ ଯମାନା ହେଲାଣି ଇଣ୍ଟରନେଟ ର

ସବୁକିଛି ହେଇଯାଉଛି ଭିଡ଼ିଓକଲ ର।

ତଥାପି ବଞ୍ଚିବ,ବଞ୍ଚିଛି ଆମ ସଂସ୍କୃତି

କେବେ ଭୁଲିବା ନାହିଁ ଭାରତବାସୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract