STORYMIRROR

BULU BEHERA

Abstract Action Others

3  

BULU BEHERA

Abstract Action Others

ରାକ୍ଷୀ ପୁନେଇଁ

ରାକ୍ଷୀ ପୁନେଇଁ

1 min
397

ଏଇ  ଜୀବନରେ

ଜନମ  ମରଣ  ଯେପରି

ଥରୁଟିଏ  ଆସିଥାଏ

ବାଲ୍ୟ, ଯୌବନ ଓ ଶେଷେ ବୃଦ୍ଧ 

ଅବସ୍ଥାରେ  ପହଞ୍ଚେ,

ସତ୍ୟ  ଯୁଗ ଆରମ୍ଭ ହୋଇ

ଶେଷ  ହୁଏ  କଳିରେ,

ଦଶହରା, ଦୀପାବଳୀ ଫଗୁ ଦଶମୀ, 

ରଜ  ସଂକ୍ରାନ୍ତି

ଯେପରି  ବରଷରେ

ଥରୁଟିଏ  ଆସିଥାଏ,

ଏମିତି ତ  ସବୁ  ପର୍ବପର୍ବାଣୀ

ଆମେ  ଧୁମ ଧାମରେ  ପାଳୁଛେ

କିନ୍ତୁ ଏମିତି ଏକ ନିଆରା ପର୍ବ ଅଛି

ଯାହାକି  ସମସ୍ତେ  ଏହି ଦିନ 

ପିଠା ପଣା କରି  ମଜା

ନେଉଥିବା  ବେଳେ 

ମୋ ଭଉଣୀର  ପ୍ରିୟ 

ଭାଇ  ହାତରେ  ବାନ୍ଧିବା ପାଇଁ

ଦୀର୍ଘ  ବର  ମାସ  ଧରି  

ଯେ ତପସ୍ୟା  କରୁଥିଲା

ସେହି ଦିନଟି  ଆଜି  ଆସିଛି

ତାହାର ଖୁସି  କହିଲେ ନ ସରେ

ସେହି  ଶୁଭ  ଦିନ

ଆଉ ଶୁଭ  ମୂହୁର୍ତ୍ତ

ସ୍ୱପ୍ନର, ସ୍ବର୍ଣ୍ଣlଭ  ସ୍ମୃତି

ସବୁ  ଝିଅଙ୍କର  ପ୍ରିୟ

ପବିତ୍ର  ରାକ୍ଷୀ ପୁନେଇଁ  । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract