Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

3  

Ansuman Swain

Inspirational

ରାଗ ହିଂସା ମହା ବିପଦ

ରାଗ ହିଂସା ମହା ବିପଦ

1 min
308


ରାଗ,ହିଂସା ,କ୍ରୋଦ୍ଧ ,କଳି

ଛଡାଇ ନିଏ ସୁଖ ସମ୍ପର୍କ 

ହସ,ଖୁସି,ସ୍ନେହ ଶ୍ରଦ୍ଧା 

ଛଡାଇ ନିଏ ଜିବନୁ ଦୁଃଖ ।

ଗର୍ବ ,ଅହଂକାର,ଇଏ ତ ମହା ପାପ

ଦୁଃଖରେ ରଖିବ ସଦା

ହସି,ହସି କିଛିବି ବଚନ କହିଦେଲେ

ଲାଗିବ ବହୁତ ଶ୍ରଦ୍ଧା ।

ଯିଏ ମାନିବ ଖୁସିରେ ରହିବ 

ଇଏ ତ ମହତ ବାର୍ତ୍ତା

ସାଙ୍ଗ ,ସାଥି ହୋଇ ରହିଲେ ସଭିଏଁ

ହସିବ ଆମରି ଆତ୍ମା ।


Rate this content
Log in

Similar oriya poem from Inspirational